ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ମା’ ହୀରାନିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଆଜି ୭୨ ତମ ବନ ମହୋତ୍ସବର ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଭମ ପାଢି, ଅଧ୍ୟାପିକା ତପସ୍ବାନୀ ବାହୁକ, ରିତାଞ୍ଜଳି ବାରିକ, ଲାଇବ୍ରେରୀୟାନ ଧବଳେଶ୍ଵର ଠେଲା, ବିକ୍ରମାଦିତ୍ୟ ବାରିକ, କୁଳମଣି ବାଣୁଆ, ଘନଶ୍ୟାମ ସୁନା, ରତ୍ନୀ ମାଝୀ, ତରଣ ସାହୁ ଓ ମହାବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





