ବିଶ୍ୱ ଏଡସ୍ ଦିବସରେ ଶୋଭାଯାତ୍ରା

କଳାହାଣ୍ଡି,୩/୧୨: ମ.ରାମପୁର ବ୍ଲକ ଅନ୍ତର୍ଗତ ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲା ତରଫରୁ ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ନେତୃତ୍ୱରେ ବିଶ୍ୱ ଏଡ୍ସ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ଏଥିରେ ରେଡ଼କ୍ରସ,ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟ ନିକଟସ୍ଥ ଗାଁ ଗାଁରେ ସଚେ ତନ ମୂଳକ ସ୍ଲୋଗାନ ଦେବା ସହ ଗାଁଲୋକଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତଥା ରେଡ଼କ୍ରସ କାଉନସିଲର ଜ୍ୟୋତିମାଳା ରାଉତ,ଏନ୍ଏସଏସ ପ୍ର୍ରୋଗ୍ରସ ଅଫିସର ଶିବାଜୀ ବାରିକଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । 

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.