ଜୁନାଗଡ଼ ବିଜେପି ର ପଦ ଯାତ୍ରା

ଜୁନାଗଡ,୮/୧୨:

ପୁର୍ବତନ ବ୍ଲକ ଅଧକ୍ଷ ମୋନାଜ ମେହେରଙ୍କ ନେତୃତ୍ୱରେ ଆଜି ଜୁନାଗଡ ୧ନଂ ୱାର୍ଡ ଓ ୧୨ନମ୍ବର ୱାର୍ଡରେ ବିଜେପିର ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପି ନେତା ଓ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇ ମୋଦୀ ସରକାରଙ୍କ ଉର୍ନତି ମୂଳକ କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ

କରିବାସହ ବିଜେଡି ସରକାରଙ୍କ ଦୂର୍ନିତି ଓ ଅପାରଗ ନେତୃତ୍ବ ସଂପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରୂପେଶ ଜୈନ, ଅନିଲ ସିଂ ଦେଓ, ଟଙ୍କଧର ନାୟକ, କାଞ୍ଚନ ବାଗ, ଶର୍ମିଷ୍ଠା ମେହେର, ବ୍ଲକ ଅଧ୍ୟକ୍ଷ ନୁର୍ଯ୍ୟ ମାଝୀ ପ୍ରମୁଖ  ସାମିଲ ହୋଇଥିଲେ ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.