ବିପଦ ସଂକୁଳ ଅବସ୍ଥାରେ ରିଞ୍ଜା ସରାବରା ବ୍ରିଜ, ଶିଘ୍ର ମରାମତି ପାଇଁ ଉଠିଲା ଦାବି

କଳାହାଣ୍ଡି,୧୦/୯ : କର୍ଲାମୁଣ୍ଡା ବ୍ଲକ ରିଞ୍ଜା ସରବରା ଯୋର ବିପଦ ଶଙ୍କୁଳ ଅବସ୍ଥାରେ ପଡିରହିଛି । ଗତ ଅଗଷ୍ଟ ୧୩ ତାରିଖ ବନ୍ୟାରେ ପୋଳର ଗୋଟିଏ ପଟ ଭାଙ୍ଗି ଯାଇଛି । ଏହି ରାସ୍ତା ଦେଇ ପ୍ରତହ୍ୟ ସ୍କୁଲ ଛାତ୍ରଛାତ୍ରୀ ତଥା ଜନ ସାଧାରଣ ଓ ଯାନବାହାନ ଯିବା ଆସିବା କରିଥାଏ । ଭଙ୍ଗା ବ୍ରିଜ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ପୋଳର ଶିଘ୍ର ମରାମତି କରିବା ପାଇଁ ଦାବି ହେଉଛି।

Report : Nabin Kishor Sahu, Correspondent Narla AC odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.