ବ୍ରେକିଂ : ବଡମାଲ ବର୍ଣ୍ଣି ଜଙ୍ଗଳରେ ସଡକ ର୍ଦୂଘଟଣା ; ବଲେରୋ ଡ୍ରାଇଭର ମୃତ

ସଇଁତଲା,୧୮/୨ : କିଛି ସମୟ ପୂର୍ବରୁ ବଡମାଲ ବର୍ଣ୍ଣି ଜଙ୍ଗଳରୁ ଏକ ଦୂଃଖଦ ଖବର ଆମର ହସ୍ତଗତ ହୋଇଛି । ଟିଟିଲାଗଡରୁ ତରଭା ଯାଉଥିବା ଏକ ବୋଲେରୋ ( OR 02 BY 1102 ) ବର୍ଣ୍ଣି ଜଙ୍ଗଳରେ ଭାରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ଥ ହୋଇଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କୁ ସଇଁତଲା ଡାକ୍ତର ଖାନାକୁ ପଠାଯାଇଛି । ମୃତ ଡ୍ରାଇଭର ରବି ସ୍ବାଇଁ (୪୦) ଙ୍କ ଘର ଟିଟିଲାଗଡର ହାଟପଦା ପଡା ବୋଲି ଜଣାପଡିଛି ।

ସଇଁତଲା ବର୍ଣ୍ଣି ଜଙ୍ଗଳରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.