ଗର୍ଗ ମହାମୁନି ପ୍ରଣେତ ଶ୍ରୀଗର୍ଗସଂହିତାରୁ ପଦେ 

” ତଥାପି ଯାତେ ତବ ବାକ୍ୟଗୌରବାତ୍
ପାଦାରବିନ୍ଦଂ ହୃଦୟାରବିନ୍ଦାତ୍ ।
କଦାପି ମେ ବ୍ରଜତୁ ବ୍ରଜେଶ୍ବର
ମୂଳଂ ଚତୁର୍ଣ୍ଣାଂ ବିଦୁରର୍ଥସମ୍ପଦାମ୍ ।।”

ଭାବାର୍ଥ – ତଥାପି ହେ ବ୍ରଜେଶ୍ବର ! ଆପଣଙ୍କ ଆଜ୍ଞାର ଗୌରବ ରକ୍ଷା କରିବାପାଇଁ ମୁଁ ଏକମାତ୍ର ବର ପ୍ରାର୍ଥନା କରୁଛି ଯେ ମୋର ହୃଦୟକମଳରୁ ଆପଣଙ୍କ ଚରଣାରବିନ୍ଦ କଦାପି ଦୂରେଇ ନ ଯାଉ, କାରଣ ତାହା ଚାରୋଟି ପୁରୁଷାର୍ଥ ତଥା ଅର୍ଥସମ୍ପଦର ମୂଳ ବୋଲି କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.