ମାସିକ ଗଳ୍ପ ପତ୍ରିକା “ଗଦ୍ୟାଂଶ” ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ସୋନପୁର: ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର ସଭାଗୃହରେ ମାସିକ ଗଳ୍ପ ପତ୍ରିକା “ଗଦ୍ୟାଂଶ”ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଓ ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ କବି ନରେନ୍ଦ୍ର ଭୋଇ, ଶିଶୁ ପତ୍ରିକା “ପୁଲକ”ର ସମ୍ପାଦକ ରାଜିବ ନାୟକ, କବି-ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣପୁର ସଦସ୍ଯ ଡକ୍ଟର ଦେବାଶିଷ ପାଣ୍ତିଆ, କବି ତଥା ମହାନଦୀ ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର ସୌରଭ ରଂଜନ ଖମାରୀ, କବି- ନାଟ୍ୟକାର -ଅଭିନେତା- ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ସାହୁ, ବରିଷ୍ଠ କବୟତ୍ରୀ ରଂଜିତା ପଣ୍ତା, କବି-ଗାଳ୍ପିକା ସସ୍ମିତା ମେହେର, କବି ପ୍ରଭୁଦତ୍ତ ରଥ, ନାଟ୍ ସୋନପୁରର ସମ୍ପାଦକ ବନମାଳୀ ପଣ୍ତା ଓ ଯୁବ ପେଜ୍ ଡିଜାଇନର୍ ଶିବରାଜ୍ କମ୍ପ ପ୍ରମୁଖ ଯୋଗଦେଇ “ଗଦ୍ୟାଂଶ”ର ସଫଳତା ପାଇଁ ଶୁଭେଛା ବାର୍ତ୍ତା ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.