ଅରବିନ୍ଦ ସାହୁ କଳାହାଣ୍ଡି ଛାତ୍ର ବିଜେଡିର ସଂପାଦକ ମନୋନୀତ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଲଢୁଆ ଛାତ୍ର ନେତା ଅରବିନ୍ଦ ସାହୁ କଳାହାଣ୍ଡି ଛାତ୍ର ବିଜେଡିର ଜିଲ୍ଲା ସଂପାଦକ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ଓ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡିର ନୂଆ କର୍ମକର୍ତ୍ତା ଘୋଷଣା କରାଯାଇଛି। ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସହ-ସଂପାଦକ ଅରବିନ୍ଦ ପୂର୍ବରୁ ଥୁଆପଦର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ କୋଷାଧ୍ୟକ୍ଷ ଓ ଭବାନୀପାଟଣା ଛାତ୍ର ବିଜେଡି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.