ଅଗନା ଅଗନି ବନସ୍ତ ର
ମନରେ ମୋର _
କୋଳାହଳ ତମର:
ତୋଳିଥିଲା
ଗୀତର ଘର॥
ମୁଁ’ତ ଏବେ
ମୋର ନୁହଁ।ତମେ କେମିତି
ଚାଲିଥାନ୍ତ ମୋ ସହ
ଜୀବନ ର ଡହ ଡହ ଖରାରେ!!!
ମନା ନାଇଁ _ଝୁଲେଇଥିଲ
ପ୍ରୀତି ଚିତ୍ର କେତେ
ମୋ ହୃଦୟ କାନ୍ଥରେ ॥
ସମୟ ର ଅଳଂଧୁ ରେ
ବାଟ ବଣା ହେଉଚି ମୁଁ _
ତମେ କେମିତି ଦେଖିଥାନ୍ତ
ସ୍ୱପ୍ନ ର
ଜହ୍ନରାତିକୁ !!!!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡା ଜିଲ୍ଲା
ମୋ :୮୯୧୭୩୨୪୫୨୫
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ