କବିତା : ଖରା !

ଅଗନା ଅଗନି ବନସ୍ତ ର
ମନରେ ମୋର _
କୋଳାହଳ ତମର:
ତୋଳିଥିଲା
ଗୀତର ଘର॥

ମୁଁ’ତ ଏବେ
ମୋର ନୁହଁ।ତମେ କେମିତି
ଚାଲିଥାନ୍ତ ମୋ ସହ
ଜୀବନ ର ଡହ ଡହ ଖରାରେ!!!
ମନା ନାଇଁ _ଝୁଲେଇଥିଲ
ପ୍ରୀତି ଚିତ୍ର କେତେ
ମୋ ହୃଦୟ କାନ୍ଥରେ ॥

ସମୟ ର ଅଳଂଧୁ ରେ
ବାଟ ବଣା ହେଉଚି ମୁଁ _
ତମେ କେମିତି ଦେଖିଥାନ୍ତ
ସ୍ୱପ୍ନ ର
ଜହ୍ନରାତିକୁ !!!!!

 

ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

କୋଲନରା,ରାୟଗଡା ଜିଲ୍ଲା
ମୋ :୮୯୧୭୩୨୪୫୨୫

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.