କବିତା : ଅଳ୍ପ ଦିନର ମୋ ଗଳ୍ପ

ରୀତା ଅପରାଜିତା ମହାନ୍ତି

ମୋ ଦେହରେ କେତେ ମହକ
କୋଟି ଜନ ମାନସ ର ପ୍ରିୟ
ହେନା ଫୁଲ ଟିଏ ମୁଁ
ଯଦିଓ ମୋ ଜୀବନ କାଳ ଅତି କମ
ଆୟୁଷ ମୋ ସ୍ୱଳ୍ପ
ଅଳ୍ପ ଦିନର ମୋ ଗଳ୍ପ
ଚୁନା ଚୁନା ହେଇ ଝରିଯାଏ
ତୁମ ପାଦ ଦେଶରେ
ତୁମେ ଖୁସି ହେଇ ପାଦ
ଛାଟି ଛାଟି ଚାଲିଯାଅ
ମୋ ଉପରେ
ସେଇ ଖୁସି ଟିକକ ପାଇଁ
ମୁଁ ବାରମ୍ବାର ଜନ୍ମ ନେବି ଏଇ ଧରାରେ ।

Omkar Vasthu
Omkar Vasthu
ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ଭୁବନେଶ୍ୱର -୨୧

Pearl dental clinic
Near Ashish Medical Store, Bhawanipatna

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.