‘ଦୃଷ୍ୟନୁଭୂତି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଲଳିତକଳା ଏକାଡେମୀର ୩ ନମ୍ବର ଗେଲେରୀ ରେ ଦୃଷ୍ୟନୁଭଟି ନାମକ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରଶିଳ୍ପୀ ଅସିତ ପତ୍ତନୟକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ I ଏହି ଅବସରରେ ପଦ୍ମଶ୍ରୀ ଯତୀନ ଦାସ ଙ୍କୁ ଉତ୍ତରୀୟ ଦେଇ ସମନ୍ୱିତ କରିଥିଲେ i
ଏହି ପ୍ରଦର୍ଶନୀ ରେ ମୋଟ ୭ ଜଣ ଚିତ୍ରଶିଳ୍ପୀଙ୍କ କଳାକୃତି ପ୍ରଦରିଟି ହୋଇଥିଲା। ସେମାନଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଶିଳ୍ପୀ ମାନେ ହେଲେ ନିକୁଞ୍ଜ ବାହାରି ଦାସ, ଆର୍ଯ୍ୟପ୍ରଜ୍ଞା ବାସବଡ଼ୁତା , ସୁଧାକର ସେଠି, ପ୍ରଦୀପ୍ତ କିଶୋରେ ଦାସ ଅଟନ୍ତି। ଅନ୍ୟମାନେ ହେଲେ ଅମିତ କଲା (ରାଜସ୍ଥାନ), ନୀରାଜ ପେଟର୍ସ (ନୂଆ ଦିଲ୍ଲୀ) ୟତ୍ହିଷା(କେରଳ) ଉଦ୍ଘାଟନୀ ସନ୍ଧ୍ୟାରେ ବହୁ ବିଶିଷ୍ଟ ବ୍ୟକ୍ତି, କଳାକାର, କଲା ସମୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ. ସେମସଙ୍କ ମଧ୍ୟରେ ମଧୁସୂଦନ ଦାସ, ଡାକ୍ତର ଡମମୀ, ଯାନୀ ମ ଲ , ସଜଳ ପତ୍ର, ବବିତା ପତ୍ର, ତପନ ଦାସ, ଶୁଭ୍ର ଚାଁ, ଅଭିପ୍ସା ପ୍ରଧାନ, ଲକ୍ଷ୍ମୀ ପ୍ରିୟ ପାଣିଗ୍ରାହୀ, ରୋହିତ ସୂପକାର, ସଞ୍ଜୟ ସାହାଣୀ, ଟିକମ ଖଣ୍ଦପ୍ପା, ଦିଲୀପ ତ୍ରିପାଠୀ, ପ୍ରତାପ ଚାନ୍ଦ ପ୍ରମୁଖ ୨୦୦ ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.