ଧରପଗଡରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା : ଭକ୍ତଙ୍କ ଗହଣରେ ମାଉଷୀ ଘର ଗଲେ ମହାପ୍ରଭୂ

ସଇଁତଲା,୫/୭ : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆନନ୍ଦ ଉଲ୍ଲାସ ସହ ସମାପନ ହୋଇଯାଇଛି । ମନ୍ଦିରରେ ଶ୍ରୀ ଜିଉ ମାନଙ୍କ ନୀତିକାନ୍ତି ସଂପନ୍ନ ହେବାପରେ ସନ୍ଧ୍ୟା ସମୟରେ ପରମ୍ପରା ଅନୁକ୍ରମ ରେ ରଥାରୂଢ କରାଯାଇ ରଥଟଣା ଯାଇଥିଲା। ଏବଂ ଦୁଇଟି କୀର୍ତ୍ତନ ଦଳ ମଧ୍ୟ ଭାଗ ନେଇଥିଲେ । ଭକ୍ତ ଙ୍କ ଗହଣରେ ମୁହାପ୍ରଭୁ ଜଗନ୍ନାଥଙ୍କ ଛେରାପହରା ସେବାରେ ଶ୍ରୀଯୁକ୍ତ କାହ୍ମୁ ଚରଣ ପୁରୋହିତ ଯୋଗଦେଇଥିଲ। ଓ ଗାଁ ର ସମସ୍ତେ ସହଯୋଗ କରିଥିଲେ ।

ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.