୭୮ତମ ସ୍ଵାଧୀନତା ଦିବସ ଉପଲକ୍ଷେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଦ୍ୟାଳୟ ମାନଙ୍କରେ ପୁରସ୍କାର ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ମଦନପୁର ରାମପୁର ବ୍ଲକର ଡମ୍ବ କର୍ଲାଖୁଣ୍ଟା, ମାଣିକେରା ଓ ସିଙ୍ଗପୁର ଗ୍ରାମପଞ୍ଚାୟତ ସ୍କୁଲ ମାନଙ୍କରେ ମହାଶକ୍ତି ଫାଉଣ୍ଡେସନର ସମନ୍ୱିତ ଗ୍ରାମ୍ୟ ଉନ୍ନୟନ କାର୍ଯକ୍ରମ (ଆଇଭି ଡିପି) ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Omkar Vasthu
Omkar Vasthu

ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜିକା ଭଗ୍ୟଶ୍ରୀ ରାଉତ ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ବୋର୍ଡ ମେମ୍ବର ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ। ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅନୁଷ୍ଠାନର ପବିତ୍ର ମହାଖୁଡ, ମାମିତା ପୁଝାରୀ, ସମୀର ପୁଝାରୀ, ଭାରତୀ ଶର୍ମା, ଶୀତଳ କୁମାର, ତେଜେଶ୍ୱର ବାରିକ, ସ୍ଵୟଂ ସହାୟକ ଦଳର ସଦସ୍ୟା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.