ଶ୍ରୀକ୍ଷେତ୍ର ସୌରଭ ସମ୍ମାନ ସଭା ଅନୁଷ୍ଠିତ

ପୁରୀ,୧୩/୭- ପୁରୀ ପୁସ୍ତକ ମେଳା କମିଟି ଓ ‘ପ୍ରୟାସ’ ତରଫରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ମଂଚ ଶରଧାବାଲି ପୁରୀଠାରେ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ ସଭା ଅନୁଷ୍ଠିତ ହୋଇଯାଇଛି । ଅନାମ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ପୁରୀର ଉଦିୟମାନ ବିଜେପି ଯୁବ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ବିଭାଗ ଅଧ୍ୟାପକ ଡ. ପ୍ରଭାତ କୁମାର ସାହୁଙ୍କୁ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ-୨୦୧୯ ରେ ସମ୍ମାନିତ କରାଯାଇଥିଲା । ଏହି ସଭାରେ ସମ୍ପାଦକ ପ୍ରଦ୍ଯୁମ ମିଶ୍ର, ବିଇଓ ମମତା ମିଶ୍ର, ସମୀର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Google Chromeରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍ ଦବାନ୍ତୁ ଓ ଆମର ସବୁ ଖବର ଓ ବିଚାର ଏଲର୍ଟ ପାଆନ୍ତୁ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.