ସମ୍ବଲପୁର,୩/୧୨:
ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ (ଜି.ଏମ୍.ୟୁ) ର କୁଳପତି ପ୍ରଫେସର ଅତନୁ କୁମାର ପତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ତେଣୁ ଆଜି ବିଶ୍ୱବିଦ୍ୟାଳୟ ର ଛାତ୍ର ମାନେ ତାଙ୍କୁ କାର୍ଯ୍ୟାଳୟରେ ଭେଟି ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ଏଥିରେ ଛାତ୍ର ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା, ପୁଣ୍ୟ ଦର୍ଶନ ବିଶ୍ୱାଳ ସମେତ ଅନେକ ଛାତ୍ର ସାମିଲ ହୋଇଥିଲେ ।
ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ଡରିପୋର୍ଟ ।