ଧରପଗଡ଼ ଗ୍ରାମପଞ୍ଚାୟତରେ ‘ବିକଶିତ ଗାଁ ବିକଶିତ ଓଡିଶା’ ଗ୍ରାମସଭା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ନେଇ ଆଜି ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳ ମାନଙ୍କରେ ରାସ୍ତା, ସେତୁ, ନଳାପୋଲ (କଲଭର୍ଟ) ଇତ୍ୟାଦି ନିର୍ମାଣ (ଉଭୟ ଆନ୍ତଃ ଏବଂ ଆଭ୍ୟନ୍ତରୀଣ ଗ୍ରାମ୍ୟ ରାସ୍ତା) ଏହି ଯୋଜନା ଅଧୀନରେ ନିଆଯିବ। ମୁଖ୍ୟ ଅତିଥି ରୂପେ ଏସପିଙ୍କ ନୋମିନି ଅକ୍ଷୟ ରଣା, ସମ୍ମାନିତ ଅତିଥି ନାଏବ ସରପଞ୍ଚ ଦିଲୀପ ଠାକୁର, ସମିତି ସଭ୍ୟ ରାକେଶ ନାୟକ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା, ବରିଷ୍ଠ ବିଜେପି କର୍ମୀ ବଚୁ ସିଂ ବାବୁ, ପିଇଓ ସ୍ୱପ୍ନା ବାଗ, ଏଡିପିଓ ଶିବପ୍ରସାଦ ସା, ୱାର୍ଡ଼ ମେମ୍ବର ରାଜକୁମାର ସେଲମା, ତ୍ରିନାଥ ରାଉତ, ପଦୁମୁଖ ଭୋଇ, ଶଙ୍କର ଭୋଇ, ହରିପ୍ରିୟା ବଗର୍ତ୍ତି, ବିଜେପି କର୍ମୀ ଲକ୍ଷ୍ୟପତି ବଗର୍ତ୍ତି, ହେମସାଗର ବଗର୍ତ୍ତି, ପଙ୍କଜ ଲଳିତ ସେଲମା ଭୋଇ ନରେନ୍ଦ୍ର ନାରାୟଣ ଚିନ୍ଦା, ଖଗେଶ୍ୱର ସ୍ୱାଇଁ, ଦେବେନ୍ଦ୍ର ରହତେଇ, ଅକ୍ଷୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.