ଲାଫେରରେ ୧୬ ପ୍ରହର ନାମଯଜ୍ଞ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା(ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଲାଫେର ଗାଁରେ ୧୬ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି | ଏଥିରେ ବଳଦେବ ମାଝୀ, ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ | ଗଣେଶରାମ ଠାକୁର, କାର୍ତ୍ତିକ ଠାକୁର, ନରେଶ ଠାକୁର, ବଳରାମ ଠାକୁର ପୂଜକ ରହିଥିଲେ | ଜୁରାବନ୍ଧ (ନୂଆପଡା), ମାୟାବର୍ହା, ଚଲକି ସମେତ ସମୁଦାୟ ୧୮ଟି ସଂକୀର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରିଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.