ସଡକ ଦୁର୍ଘଟଣା, ୩ ଗୁରୁତର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଠାରୁ ଲଡୁ ଗାଁକୁ ଯାଉଥିବା ରାସ୍ତା ର ବିମଳା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଗୋପାଳପୁର ଗାଇବନ୍ଦା ପଡାର ପୁରୁନ ଖମାରୀ ତାଙ୍କର ପତ୍ନୀ ସହ ଏକ୍ସ୍ ଏଲ୍ ସୁପର ଗାଡିରେ ଲଡୁ ଗାଁ ଯାଉଥିବା ବେଳେ ବାମଳା ସ୍କୁଲ ପାଖରେ ଲଡୁ ଗାଁ ପଟରୁ ଆସୁଥିବା ଏପାଚି ୧୬୦ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.