ପଂଚାୟତକୁ ଆଲମିରା ଦାନ କଲେ ଭାଇ ଜିଉଁତିଆ କମିଟୀ

ବଙ୍ଗୋମୁଣ୍ଡା,୧୩/୧୦(ହୁଲେଶ୍ୱର ହଂସ): ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରାମପଂଚାୟତ କାର୍ଯ୍ୟାଳୟ କୁ ଗାଁ ରେ ଥିବା ଭାଇ ଜିଉଁତିଆ କମିଟୀ ପକ୍ଷରୁ ଏକ ଆଲମିରା ଦାନ କରିଥିବା ଜଣାପଡିଛି । ଆୟୋଜିତ କାର୍ଯ୍ୟକ୍ରମ ରେ ଭାଇଁ ଜିଉତିଆଁ କମିଟୀ ର ସଭାପତି ଶିବାନୀ ଛୁରା ର୍ଙ୍କ ସଭାପତିତ୍ୱ ରେ ଅଲଣ୍ଡା ପଂଚାୟତ ସରପଂଚ ଅର୍ଜୁନ ୟାଦବ ଙ୍କୁ  ଆଲମିରା ପ୍ରଦାନ କରିଥିଲେ । ଏଥିରେ ଭାଇ ଜିଉତିଆଁ କମିଟୀ ର ସମ୍ପାଦକ ପୂର୍ଣ୍ଣମୀ ରଣା ଙ୍କ ସହ ବହୁ  ଝିଅ ମାନେ ସାମିଲ ଥିଲେ । ଝିଅ ମାନେ ଏକଜୁଟ୍ ହୋଇ ପଂଚାୟତ କୁ ଏକ ଆଲମିରା ପ୍ରଦାନ କରାଯାଇଥିବାରୁ ଅଂଚଳ ରେ ପ୍ରଶଂସା କରାଯାଉଛି ।

Omkar Vasthu
Omkar Vasthu

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.