ସତ୍ୟନାରାୟଣ ଗନ୍ତାୟତ
ଏକ
ମୁଖା ସଦା ମୋ ମୁହଁରେ ରହିଥିଲା ଲାଖି
ଦିଶୁ ନ ଥିଲା ଯା’ ଏବେ ପାରୁଅଛ ଦେଖି !!
ଦୁଇ
ଜୀବନ ଜୀବିକା ହୋଇ ଯାଉଚି ବିପନ୍ନ
ଲାଳଝରା ଜିଭ ଦେଖ ତଥାପି ଉଛନ୍ନ !!
ତିନି
ରେ ଆତ୍ମନ୍ ! ତୋ ବିନା ମୋ ସ୍ଥିତି ଟଳମଳ
ତୋ ଉପରେ ଫି ମୂହୁର୍ତ୍ତେ ମୁଁ ନିର୍ଭରଶୀଳ !
ଏକ
ମୁଖା ସଦା ମୋ ମୁହଁରେ ରହିଥିଲା ଲାଖି
ଦିଶୁ ନ ଥିଲା ଯା’ ଏବେ ପାରୁଅଛ ଦେଖି !!
ଦୁଇ
ଜୀବନ ଜୀବିକା ହୋଇ ଯାଉଚି ବିପନ୍ନ
ଲାଳଝରା ଜିଭ ଦେଖ ତଥାପି ଉଛନ୍ନ !!
ତିନି
ରେ ଆତ୍ମନ୍ ! ତୋ ବିନା ମୋ ସ୍ଥିତି ଟଳମଳ
ତୋ ଉପରେ ଫି ମୂହୁର୍ତ୍ତେ ମୁଁ ନିର୍ଭରଶୀଳ !