ମନ୍ଦିର ରାସ୍ତାରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ଦାବି

କଟକ: କଟକ ସଦର ୪୨ ମୌଜ଼ା କଳପଡା ମୁଦୁଲି ସାହି ରାସ୍ତା ଠାରୁ କଦମ୍ବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଦୀର୍ଘଦିନ ହେବ ନର୍ଦ୍ଦମା ପାଣି ମାଡି ରାସ୍ତାକୁ ଖରାପ କରିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା କ୍ଷୀରୋଦ ଚନ୍ଦ୍ର ମୁଦୁଲି। ଏହି ସମସ୍ୟାର ସମାଧାନ ସ୍ଥାନୀୟ ସରପଂଚ, ସରକାରୀ ପୂର୍ତ୍ତ ବିଭାଗକୁ ଅବଗତ କରାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେଇଥିବାବେଳେ କିଛି ବ୍ୟକ୍ତି ବିଶେଷ ନିଜସ୍ୱାର୍ଥ ପାଇଁ ଡ୍ରେନ କାମକୁ ବିରୋଧ କରିବାରୁ କାମଟି ଅଧାପନ୍ତରିଆ ହୋଇ ପଡ଼ିରହିଛି। ଯାହାଫଳରେ ସାଧାରଣ ଜନତା ଅସୁବିଧାର ସମୁଖୀନ ହେଉଛନ୍ତି। ପ୍ରଶାସନ ସ୍ତରରେ ଏହି ସମସ୍ୟାର ସମାଧାନ ହେବାକୁ ସାଧାରଣରେ ଦାବି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.