ପରଦା ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ

ନୂଆପଡା: ଜିଲ୍ଲା ସଦର ମହକୁମାରେ ଥିବା ପରଦା ଏନଜିଓ ସଂସ୍ଥା ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲାର ୫ଟି ବ୍ଲକରୁ ଉପଭୋକ୍ତା, ବ୍ୟବସାୟୀ, ଆଇନଜୀବୀ, କଲେଜ ଛାତ୍ରୀ ଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu


ପରଦା ଅଧକ୍ଷ ରୁଦ୍ର ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଖାଉଟି ଅଦାଲତ ନୂଆପଡା ଅଶୋକ କୁମାର ପଣ୍ଡା, ବୈଧ ମାପ ବିଜ୍ଞାନ ବିଭାଗ ନିରୀକ୍ଷକ ଖରିଆର ରୋଡ ନଳିନୀ ଶଙ୍କର ପାଣିଗ୍ରାହୀ, ସମ୍ପାଦକ ଆୟୁଷ୍ମାନ ଖଡ଼ିଆଳ ଅଜିତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରିଷ୍ଟ ଆଇନଜୀବୀ ଅଶ୍ବିନୀ ପାତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଜାତୀୟ ଉପଭୋକ୍ତା ଆଇନ ୨୦୧୯ ବିଷୟ ରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପରମା ହଂସ, ବେଦ ରାମ ସାହୁ ଏବଂ ମାନବାଇ ଉଜିର ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.