କାଶିପୁର ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ଦିନ ପାଳନ

କାଶିପୁର: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପର୍ବ ପର୍ବାଣୀରେ କଟକଣାର ଅଙ୍କୁଶ ଲାଗି ରହି ଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu


କୋଭିଡ ନିୟମକୁ ପାଳନ କରି ଚଳିତ ବର୍ଷ ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ବଡଦିନ ପାଳନ କରି ଥିବା ଦେଖିବାକୁ ମିଳିଛି। କାଶିପୁର ବ୍ଲକର ଡି କରଲ , କଂପର, ବିଲାମାଲ ଗ୍ରାମ, ଓସାପଡ଼ା ଟାଉନସିପ ଓ ଅନ୍ୟାନ୍ୟ ସ୍ଥାନରେ ଖ୍ରୀଷ୍ଟ ଜୟନ୍ତୀ ପାଳନ ହୋଇଯାଇଛି। ଏହି ପର୍ବକୁ ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ପାଳନ କରି ଥିଲେ ଓ ନିଜ ନିଜ ମଧ୍ୟରେ ଖୁସି ବାଣ୍ଟି ଆନନ୍ଦ ଉପଭୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.