ପରିବହନ ବିଭାଗ ଓ ଟିକିରି ପୋଲିସ ଦ୍ବାରା ଯାନ ବାହନ ଯାଞ୍ଚ

କାଶିପୁର: କାଶିପୁର ବ୍ଲକ ଅନ୍ତର୍ଗତ ଟିକିରିରେ ଆଜି ରାୟଗଡ ଜିଲ୍ଲା ପରିବହନ ବିଭାଗ ଓ ଟିକିରି ପୋଲିସର ମିଳିତ ସହଯୋଗରେ ଯାନବାହାନ ଯାଞ୍ଚ କରାଯାଇଛି। ବେପରୁଆ ଗାଡି ଚାଳନାକୁ ନିୟନ୍ତ୍ରଣ କରିବାସହ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଗାଡିର ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇଛି।

Omkar Vasthu
Omkar Vasthu


ଯାଞ୍ଚ ସମୟରେ ପ୍ରାୟ ୧୦୨ଟି ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ୪ଲକ୍ଷ ୭୨ ହଜାର ୭୦୦ ଟଙ୍କା ଆଦାୟ କରାଯାଇଥିବା ରାୟଗଡ ଆଞ୍ଚଳିକ ପରିବହନ ଅଧିକାରୀ ଆର.କେ. ବେହେରା ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ଯାଞ୍ଚ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ରାୟଗଡ ଜିଲ୍ଲା କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.