ଜନସଂଖ୍ୟା ସମାଧାନ ପାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନ୍ମ ନିୟନ୍ତ୍ରଣ ବିଧେୟକ ପାରିତ ନିମନ୍ତେ ଦାବିପତ୍ର

ଭବାନୀପାଟଣା: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କଳାହାଣ୍ଡି ପକ୍ଷରୁ ଏକ କଠୋର ଓ ସଶକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ପାର୍ଲ୍ୟାମେଣ୍ଟରେ ପାରିତ କରିବା ନିମନ୍ତେ ଜିଲ୍ଲା ସଭାପତି ବସନ୍ତ କୁମାର ପୁରୋହିତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରବକ୍ତା ଶେଷଦେଵ ବେହେରା, କୈଶବ ବିହାରୀ, ଅଂଶୁମାନ ଜେନା, ଦିଗାମ୍ବର ପାତ୍ର, ତରଣୀସେନ ପାତ୍ର, ତ୍ରିମୋହନ ସାହୁ, ଓଁ ପ୍ରକାଶ ବୈଠାରୁ, ଦୟାନିଧି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.