ରାୟଗଡା ମୁସଲିମ(ସନ୍ନି) ଆସୋସିଏସନ ତରଫରୁ ଶହିଦଙ୍କୁ ଶ୍ରଦ୍ଧାଂଜଳି

ରାୟଗଡା,୧୭/୨ : ଜମ୍ମୁ-କାଶ୍ମୀର ପୁଲଓ୍ବାମାର ଅବନ୍ତୀପୁ୍ର ଠାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦ ଆକ୍ରମଣରେ ୪୦ଜଣ ଯବାନ ଶହିଦ୍ ହେବା ଘଟଣାକୁ ରାୟଗଡା ମୁସଲିମ (ସନ୍ନି) ଆସୋସିଏସନ ତରଫରୁ ନିନ୍ଦା କରାଯିବା ସହ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଶହିଦଙ୍କ ପରିବାରକୁ ପୂର୍ଣ୍ଣମାତ୍ରାରେ ସମବେଦନା ଜଣାଇ ଆଜି ସକାଳେ ସହରର ମୁଖ୍ୟ ବଜାରରେ ଥିବା ସନ୍ନି ଜମା ମସଜିଦ୍ ଠାରୁ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ଶହିଦଙ୍କ ଅମର ଆତ୍ମାର ସଦ୍ଗତି ନେଇ କ୍ୟାଣ୍ଡଲ ଜଳାଇ ଅଶ୍ରୁଳ ଶ୍ରଦ୍ଧାଜଂଳି ଅର୍ପଣ ଓ ଦୁଆ କରିଥିଲେ।

Omkar Vasthu
Omkar Vasthu

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & views update

Pearl dental clinic
Near Ashish Medical Store, Bhawanipatna

Click on bell button and subscribe to notifications.

Udyog Nursery
Udyogi Nursery

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.