ଜୟପାଟଣା, (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ରେଙ୍ଗାଲପାଲି ଧାନ ମଣ୍ଡିରୁ ଏକ ପେସନ ପ୍ରୋ ବାଇକ ଚୋରି ହୋଇଯାଇଥିବା ଜଣାପଡିଛି। ବାଇକ୍ ଟି ଲଡୁଗା ବିଜୟଲକ୍ଷ୍ମୀ ରାଇସ୍ ମଲ୍ ଏଜେଣ୍ଟ ଆଶ୍ଚର୍ଯ୍ୟ କୁମାର ଦାସଙ୍କ ବୋଲି ଜଣାପଡିଛି। ବାଇକ୍ ନମ୍ବର ଓଆର୦୮ ସି୦୬୩୩ ହୋଇଥିବା ବେଳେ ରଙ୍ଗ କଳା ନୀଳ। ଯଦି କୌଣସି ସହୃଦୟ ବ୍ୟକ୍ତି ଜଦି ଏହି ବାଇକ୍ ର ସନ୍ଧାନ ପାଇଲେ ତୁରନ୍ତ ମୋବାଇଲ ନମ୍ବର ୬୩୭୦୫୨୦୧୩୯ ରେ ଜଣେଇବା ପାଇଁ ଶ୍ରୀ ଦାସ ଅନୁରୋଧ କରିଛନ୍ତି।