ମେ ୨୩ରୁ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ : ହରମନପ୍ରୀତ, ସ୍ମୃତି, ଦୀପ୍ତି ହେଲେ ଅଧିନାୟିକା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମେ ୨୩ରୁ ପୁଣେରେ ଆରମ୍ଭ ହେବ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ । ଏନେଇ ୩ଟି ଟିମର ଅଧିନାୟିକା ନାମ ଘୋଷଣା କରିଛି ବିସିିସିଆଇ । ହରମନପ୍ରୀତ କୌର ସୁପରନୋଭାଜ, ସ୍ମୃତି ମାନ୍ଧାନା ଟ୍ରେଲବ୍ଲେଜର୍ସ ଓ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରତେକ୍ୟ ଟିମରେ ୧୬ଜଣ ଖେଳାଳିଙ୍କୁ ଚୟନ କରାଯାଇଥିବା ବେଳେ ୧୨ ବିଦେଶୀ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରାଯାଇଛି ।

Omkar Vasthu
Omkar Vasthu

ସୁପରନୋଭାଜ: ହରମନପ୍ରୀତ କୌର (ଅଧିନାୟିକା), ତାନିଆ ଭାଟିଆ, ଏଲେନା କିଙ୍ଗ, ଆୟୂଷ ସୋନୀ, ଚନ୍ଦୁ ବି, ଡିଏଣ୍ଡ୍ରା ଡୋଟିନ, ହରଲିନ ଦେଓଲ, ମେଘନା ସିଂ, ମୋନିକା ପଟେଲ, ମୁସ୍କାନ ମାଲିକ, ପୂଜା ବସ୍ତ୍ରକାର, ପ୍ରିୟ ପୁନିଆ, ରାଶି କନୌଜିଆ, ସୋଫି ଏଲେକ୍ସଟନ, ସୁନେ ଲୁସ ଓ ମାନସ ଯୋଶୀ ।

Pearl dental clinic
Near Ashish Medical Store, Bhawanipatna

ଟ୍ରେଲବ୍ଲେଜର୍ସ: ସ୍ମୃତି ମାନ୍ଧନା (ଅଧିନାୟିକା), ପୁନମ ଯାଦବ, ଅରୁନ୍ଧତି ରେଡ୍ଡୀ, ହେଲୋ ମାଥ୍ୟୁଜ, ଜେମିମା ରୋଡ୍ରିଗ୍ୟୁଜ, ପ୍ରିୟଙ୍କା ପ୍ରିୟଦର୍ଶନୀ, ରାଜେଶ୍ୱରୀ ଗାଏକ୍ୱାଡ, ରେଣୁକା ସିଂ, ଋଚା ଘୋଷ, ଏସ.ମେଘନା, ସୈକା ଇଶାକ, ସଲମା ଖାତୁନ, ଶର୍ମିନ ଅଖତାର, ସୋଫିଆ ବ୍ରାଉନ, ସୁଜାତା ମଲିକ, ଏସବି ପୋଖରକାର ।

Udyog Nursery
Udyogi Nursery

ଭେଲୋସିଟି: ଦୀପ୍ତି ଶର୍ମା (ଅଧିନାୟିକା), ସ୍ନେହା ରଣା, ଶେଫାଳୀ ବର୍ମା, ଆୟୋବୋଙ୍ଗ ଖାକା, କେପି ନବଗିରି, କ୍ୟା୍େ‌ରିନ କ୍ରସ, କୀର୍ତି ଜେମ୍ସ, ଲାରା ବୋଲବର୍ଟ, ମାୟା ସୋନବଣେ, ନଥାକେନ ଚେତନମ, ରାଧା ଯାଦବ, ଆରତୀ କେଦାର, ଶବଲି ଶିନ୍ଦେ, ସିମ୍ରନ ବାହାଦୂର, ୟାସ୍ତିକା ଭାଟିଆ, ଓ ପ୍ରବୀଣ ଚନ୍ଦ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.