ବୁକର୍ ପ୍ରାଇଜର ନୂଆ ପ୍ରାୟୋଜକ

ସିଲିକନ୍ ଭେଲିର ମାଇକେଲ୍ ମୋରିଜ୍ ଓ ତାଙ୍କ ପତ୍ନୀ ହାରିଏଟ ହେମେନଙ୍କ ଦାତବ୍ୟ ଅନୁଷ୍ଠାନ କ୍ରାଙ୍କଷ୍ଟାର୍ଟ ବୁକର୍ ପ୍ରାଇଜର ନୂଆ ପ୍ରାୟୋଜକ ହେବେ ବୋଲି ବୁକର୍ ପ୍ରାଇଜ୍ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି । ୧୮ ବର୍ଷ ଧରି ବୁକର୍ ପ୍ରାଇଜର ପ୍ରାୟୋଜକ ଥିବା ମେନ୍ ଗ୍ରୁପର ଚୁକ୍ତି ମିଆଦ ପୁରିବାର ମାସେ ପରେ ଏଭଳି ଘୋଷଣା ହୋଇଛି । ମେନ୍ ବୁକର୍ ଇଣ୍ଟରନେସନାଲ୍ ପ୍ରାଇଜ୍ ଘୋଷଣା ହେବା ପରେ ଆସନ୍ତା ୧ ଜୁନରୁ ନୂଆ ପ୍ରାୟୋଜକଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଏହାପରେ ମୁଖ୍ୟ ପୁରସ୍କାର ‘ଦ ବୁକର୍ ପ୍ରାଇଜ୍’ ଏବଂ ଅନୁବାଦ ପୁରସ୍କାର ‘ଦ ଇଣ୍ଟରନେସନାଲ୍ ବୁକର୍ ପ୍ରାଇଜ୍’ ଭାବେ ପରିଚିତ ହେବ ।

Omkar Vasthu
Omkar Vasthu

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Subscribe us on Youtube👇

http://tiny.cc/odiabarta

Udyog Nursery
Udyogi Nursery

Join our Whatsapp Group👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.