କବି ଗାବ୍ରିଏଲ୍ ଓକାରାଙ୍କ ବିୟୋଗ

ନାଇଜେରୀୟ କବି ତଥା ଔପନ୍ୟାସିକ ଗାବ୍ରିଏଲ୍ ଇମୋମୋତିମି ଓକାରା (୯୭)ଙ୍କ ବିୟୋଗ ଘଟିଛି । କିଛିଦିନର ଅସୁସ୍ଥତା ପରେ ସେ ବାୟେଲ୍ସା ରାଜ୍ୟର ଓକାକା ଇଷ୍ଟେଟ୍ ସ୍ଥିତ ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବିୟୋଗରେ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ଗୁହାରିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସମ୍ମାନାର୍ଥେ ନାଇଜେରିଆର ବାୟେଲ୍ସା ରାଜ୍ୟରେ ତ୍ରି-ଦିବସୀୟ ଶୋକ ପାଳନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Subscribe us on Youtube👇

http://tiny.cc/odiabarta

Join our Whatsapp Group👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.