ସଂସ୍କାର ଭାରତୀ ଆନୁକୁଲ୍ୟରେ କବିତା ଆସର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ଵାଧୀନତା ଦିବସ ଅବସରରେ ସଂସ୍କାର ଭାରତୀ ଆନୁକୁଲ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଆସରରେ ମୁଖ୍ୟ ଅତିଥି ଭାବରେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ମୁଖ୍ୟ ବକ୍ତା ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ ସଂସ୍କାର ଭାରତୀ ସାହିତ୍ୟ ବିଭାଗ ପ୍ରମୁଖ ନାହିଦା ଶାହୀନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କବିତା ଆସର ସଂଯୋଜନା କରିଥିଲେ ଯୁବକବି ପ୍ରଶାନ୍ତ କୁମାର ଦାଶ, କବି ସୋହନଲାଲ ଅଗ୍ରୱାଲ, ସୁଦେଷ୍ଣା ପଣ୍ଡା, ସବିତା ସତପଥି, ସନ୍ତୋଷ ଶତପଥୀ, ନରତ୍ତୋମ ପାତ୍ର, ବିଶ୍ଵ ରଞ୍ଜନ ପଣ୍ଡା, ରୁବି ଚୌଧୁରୀ, ଆଶୁତୋଷ ପୁରୋହିତ, ମିନତୀ କୁମାରୀ ପ୍ରଧାନ, ସସ୍ମିତା ସାହୁ, ମଞୁରାଣୀ ରଥ ପ୍ରମୁଖ ଦେଶପ୍ରେମ କବିତା ପାଠ କରିଥିଲେ। ଶ୍ରୋତା ଭାବରେ ଶେଷଦେବ ମିଶ୍ର ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.