ଦକ୍ଷ ପୋଲିସ ଇନ୍ସପେକ୍ଟର ସ୍ବର୍ଗତ ଗଙ୍ଗାଧର ଶାସେନୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଓଡ଼ିଆ ବାର୍ତ୍ତା/ ବନ୍ତୁଣିଆ: କଟକ କମିଶନରେଟ୍ ପୋଲିସର ଦକ୍ଷ ପୋଲିସ ଇନ୍ସପେକ୍ଟର ସ୍ବର୍ଗତ ଗଙ୍ଗାଧର ଶାସେନୀଙ୍କର ଶ୍ରଦ୍ଧାଞ୍ଜଳୀ ସଭା ଗ୍ରାମ୍ୟ କମିଟିର ସଭାପତି ଇ° ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ବନ୍ତେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ସଦର ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ପୂର୍ବତନ ସଦର ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା, ପୂର୍ବତନ ସରପଂଚ ବିଦ୍ୟାଧର ପାତ୍ର, ଶରତ ଚନ୍ଦ୍ର ରାୟ, ରାମ ଚନ୍ଦ୍ର ଗୋଛୟତ, କେଳୁ ଚରଣ ବେହେରା, ସମିତି ସଭ୍ୟ ବିନୋଦ ବେହେରା, ୪୨ମୌଜା ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣା, ବାଙ୍କୀ ଆଇଆଇସି ସୌମେନ୍ଦ୍ର ଶଙ୍କର ତ୍ରିପାଠୀ, ସନ୍ତୋଷ କୁମାର ବେହେରା, ରାଜ କିଶୋର ଭୋଇ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଅଭିରାମ ସାହୁ, ଲିଙ୍ଗରାଜ ସେନାପତି, ପ୍ରମୋଦ କୁମାର ସ୍ବାଇଁ, ପ୍ରଶାନ୍ତ କୁମାର ବିଶ୍ବାଳ, ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତି, ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ରବୀନ୍ଦ୍ର ନାଥ ମହାନ୍ତି,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଳାସ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ପତି, ଆଲୋକ କୁମାର ନାୟକ, ଅସିତ କୁମାର ଦାସ, ପ୍ରସନ୍ନ କୁମାର ବେହେରା, ନୃସିଂହ ନାୟକ, ରସାନନ୍ଦ ଲେଙ୍କା, ଭଜକୃଷ୍ଣ ଲେଙ୍କା, ଅଭିରାମ ଦଳାଇ, ରମେଶ ଚନ୍ଦ୍ର ମଲ୍ଲିକ, ବିଶ୍ଵନାଥ ସାହୁ, ଭାଗ୍ୟଧର ସେନାପତି, ହୃଦାନନ୍ଦ ବିଶ୍ଵାଳ, ନିରଞ୍ଜନ ସେନାପତି, ଘନଶ୍ୟାମ ମଲ୍ଲିକ, ରାମଚନ୍ଦ୍ର ସେନାପତି, କ୍ଷୀରୋଦ କୁମାର ବେହେରା, ଅମିତାଭ ବିଶ୍ଵାଳ, ବୈକୁଣ୍ଠ ନାଥ ବିଶ୍ଵାଳ, ନିରଞ୍ଜନ ମହାପାତ୍ର, ଜ୍ୟୋତିରଂଜନ ଶାସେନୀ, ତପସ୍ଵିନୀ ସେନାପତି, କାମଦେବ ନାୟକ, ସୁଶ୍ରୀ ସଙ୍ଗୀତା ସେନାପତି, ଅପର୍ଣ୍ଣା ଶାସେନୀ, ସୌମ୍ୟରଞ୍ଜନ ମହାପାତ୍ର, ଜ୍ୟୋତି ପ୍ରକାଶ ଦଳାଇ, ସୋନାଲୀ ସେନାପତି, ନର୍ମଦା ପାଣିଗ୍ରାହୀ, ସଦାଶିବ ବିଶ୍ଵାଳ, ଆର୍ତ୍ତ ଚରଣ ସେଠୀ, ପ୍ରଭଞ୍ଜନ ସେନାପତି, ଅନିମେଶ ସେନାପତି, ତପସ୍ଵିନୀ ସେନାପତି, ଅଶୋକ କୁମାର ଦାଶ, ସୁଜ୍ଞାନ ରାଉତ, ବାଉରୀବନ୍ଧୁ ସ୍ବାଇଁ, ଭରତ ଚନ୍ଦ୍ର ଦାସ ଓ ସାଗର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.