ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ମୃତକଙ୍କ ପାଇଁ ଯୁବ ଓ ଛାତ୍ର କଂଗ୍ରେସର ସମୂହ ଦୀପଦାନ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଆଜି ଝଙ୍କଡ ସ୍ଥିତ ମା ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ ଓ ଛାତ୍ର କଂଗ୍ରେସର ମିଳିତ ଆନୁକୂଲ୍ୟରେ ଗୁଜରାଟର ମୋର୍ବି ଠାରେ ଝୁଲା ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା ଓ ଯୁବକ ଯୁବତୀ ମାନଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଗୋବିନ୍ଦପୁର ପଞ୍ଚାୟତ ସମିତି ସଭ୍ଯ ଦେବପ୍ରସାଦ ନାୟକ, ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପ୍ରୁଷ୍ଟି, ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ମୂଳିସିଂ ସରପଂଚ ସାଫି ଆଜମ୍, ଗରାମ ସରପଂଚ ପ୍ରଦ୍ୟୁମ୍ନ ଚୟନୀ,  ଛାତ୍ର କଂଗ୍ରେସ ସଭାପତି ପ୍ରତ୍ଯୁଷ ପରିଜା, ମୂଳିସିଂ ସମିତିସଭ୍ୟ ରଞ୍ଜନ ସାହୁ, ତୁଳଙ୍ଗ ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ମଣିଜଙ୍ଗା ସମିତିସଭ୍ୟ ନଚିକେତା ଦାସ, ପିପଳମାଧବ ସମିତିସଭ୍ୟ ସୁନିଶ୍ଚିତା ସାହୁ, ବ୍ଲକ କଂଗ୍ରେସ ଉପ ସଭାପତି ଅଶ୍ବିନୀ ସ୍ବାଇଁ, ଗରାମର ପୂର୍ବତନ ସରପଂଚ ଚିତ୍ତରଞ୍ଜନ ଦାସ, ପ୍ରାଚୀ ଚୟନୀ, ଅନୁଷୟା ପ୍ରଧାନ,  ଅଜୟ ରାଉଳ, ବ୍ରଜ କିଶୋର ମଲ୍ଲିକ, ଲଲାଟ କେଶରୀ ମହାପାତ୍ର, ସୁଦର୍ଶନ ମଲ୍ଲିକ, ମନୋଜ ଖୁଣ୍ଟିଆ, ପ୍ରିତମ କୁମାର ମହାନ୍ତି, ବିଶ୍ବ ଭୂଷଣ ଦାସ, ପ୍ରକାଶ ସାସମଲ, ଅଶୋକ କୁମାର ସାହୁ, ସୁରେଶ ଦାସ, ଦେବୀ ପ୍ରସାଦ ରାଉଳ, ସୁନୀଲ କୁମାର ରାଣା, ଜିତେନ୍ଦ୍ର ମହାନ୍ତି, କେଦାର ରଞ୍ଜନ ମହାନ୍ତି, ସୁଶାନ୍ତ ସ୍ବାଇଁ, ସରୋଜ ନାୟକ, ବିଶ୍ବଜିତ ରାଉଳ, ସୁଭାଷିଷ ସ୍ବାଇଁ, ନିଲ  କଳ୍ପତ୍ତରୁ ସ୍ବାଇଁ, ତର୍ପଣ ଶତପଥୀ, ସିଲୁ ମିଶ୍ର, ରବୀନ୍ଦ୍ର ମଲ୍ଲିକ, ମନୋରଞ୍ଜନ ରାଉତ , ସୌମ୍ଯଶ୍ରୀ ପଣ୍ଡା, କୈଳାସ ପରିଡା, ଜିତେନ୍ଦ୍ର ସେଠୀ, ରଞ୍ଜିତ ବେହେରା, ବୁଦ୍ଧେଶ୍ବର ବେହେରା, ତୁଷାର କାନ୍ତ ଦାସ, ସାରଦା ପ୍ରସନ୍ନ ଲେଙ୍କା, ଦିଗବିଜୟ ମହାନ୍ତି, ପ୍ରଦ୍ଯୁମ୍ନ ସାହୁ, ମୌରେଶ  ଲେଙ୍କା, ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ମା ଶାରଳା ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.