ବଡମାଳ ଗୋଏଲଭାଡିରେ ସଡକ ଦୂର୍ଘଟଣା : ଜଣେ ମୃତ, ଡ୍ରାଇଭର ଗୁରୁତର

ସଇଁତଲା,୧୯/୪ : ବଡ଼ମାଳ ଗୋଏଲଭାଡି ଧଅଁରାଗୋଳେଇ ଠାରେ ଆଜି ଏକ ସଡକ ଦୂର୍ଘଟଣାରେ ପ୍ରମୋଦ କୁମାର ଚାନ୍ଦ (୫୦) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ମୃତ ପ୍ରମୋଦ ଗୋଳାବାରୁଦ କାରଖାନାର ର ଜଣେ କର୍ମଚାରୀ । ଆଜି ସେ ଏକ ଅଟୋ ରିକ୍ସାରେ ( ଗାଡି ହିଁ ନମ୍ବର ଓଡି ୦୩ଏଳ ୬୪୬୮) ଫେରୁଥିବା ସମୟରେ ଗୋଏଲଭାଡି ନିକଟରେ ସେ ବସିଥିବା ଅଟୋ ଏକ ଗଛରେ ପିଟିହୋଇ ପଡିଥିଲା । ଏହି ଘଟଣାରେ ପ୍ରମଦଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅଟୋ ଚାଳକ ଅନିରୁଦ୍ଧ ଭୋଇ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ବଡମାଳ ଫାଣ୍ଡି ଅଧିକାରୀ କପୁର ଚନ୍ଦ୍ର ପ୍ରଧାନ ତୁରନ୍ତ ପହଞ୍ଚିଥିଲେ ।

Omkar Vasthu
Omkar Vasthu
ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ oduabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.