ବନବାସୀ କଲ୍ୟାଣ ଆଶ୍ରମର ଆଞ୍ଚଳିକ ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରଲସିଙ୍ଗା ପଞ୍ଚାୟତର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବନବାସୀ କଲ୍ୟାଣ ଆଶ୍ରମର ରାଜିବ ଲୋଚନ ପୋଢ, ପଦ୍ମଲୋଚନ ମିଶ୍ର, ପର୍ଶୁରାମ ପଣ୍ଡା, ମେଦିନୀଧର ଜାନୀ, ରମା ଜାନୀ, କୁଞ୍ଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପରଲସିଙ୍ଗା ପଞ୍ଚାୟତର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.