ରେଗଡାରେ ଚନ୍ଦନ ଯାତ୍ରା ଓ ୨୪ ପ୍ରହର ନାମଯଜ୍ଞ

କର୍ଲାମୁଣ୍ଡା,୧୭/୫ :କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମ ଠାରେ ଚନ୍ଦନ ଯାତ୍ରା ଦ୍ଵାଦଶ ବର୍ଷ ପୁର୍ତି ଉପଳକ୍ଷେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଉଛି । ମଙ୍ଗଳବାର ଦିନ ଅଧିବାସ କାର୍ଯ୍ୟକ୍ରମରେ ଗଙ୍ଗା ବରଣ, କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଥିବାବେଳେ ବୁଧବାର ସକାଳ ୭ ଘଣ୍ଟା ଠାରୁ ନାମ ଆରମ୍ଭ ହୋଇଛି । ଆଜି ପ୍ରହରୀରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଆସନ୍ତା କାଲି (ଶନିବାର) ନାମଯଜ୍ଞର ପୂର୍ଣ୍ଣାହୁତୀ ହେବ । ଏଠାରେ ସୂଚନା ଯୋଗ୍ୟଯେ, ରେଗଡା ଗ୍ରାମରେ ପ୍ରତେକ ବର୍ଷ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଏବର୍ଷ ଦ୍ଵାଦଶ ବର୍ଷରେ ପହଞ୍ଚିଛି । ଏଥିରେ ପୂଜକ ଭାବେ ଚିତ୍ରସେନ ଦାଶ ଏବଂ କର୍ତ୍ତା ଭାବରେ ନନ୍ଦକିଶୋର ସାହୁ ତାଙ୍କ ଧର୍ମ ପତ୍ନ୍ନି ନୟନି ସାହୁ ଗୁରୁ ଦାଇତ୍ବ ବହନ କରୁଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ ଚନ୍ଦନ ଯାତ୍ରା ଓ ନାମଯଜ୍ଞ ସୁରୁଖୁରୁରେ ଚାଲିଛି ।

କର୍ଲାମୁଣ୍ଡାରୁ ବାଲକୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.