ମାଁ ହୀରାନିଲା ପଥର କୁଆଁରୀ ଉଦ୍ଗାଟିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକର ଧମୁଣିପଙ୍ଗା ଓ ସିଙ୍ଗାରୀ ପଞ୍ଚାୟତ ସୀମାନ୍ତ କାଙ୍ଗସେରୀ ଗ୍ରାମରେ ମାଁ ହୀରାନିଲା ପଥର କୁଆଁରୀ ଉଦ୍ଗାଟିତ ହୋଇଯାଇଛି | କୁଆଁରୀ ମାଲିକ ରମେଶଚନ୍ଦ୍ର ସାହୁ ଉପସ୍ଥିତ ରହି ଲାରା ମିଶ୍ରଙ୍କ ପୌରହିତରେ ଏହି ପଥର କୁଆଁରୀ ଟିକୁ ହୋମ ଯଜ୍ଞ କରି ଶୁଭ ଉଦ୍ଗାଟନ କରିଥିଲେ | ଏହି ଉଦ୍ଗାଟନି କାର୍ଯ୍ୟକ୍ରମରେ ଜିଲ୍ଲା ବାହାର ତଥା କଲ୍ୟାଣସିଂହପୁର ବ୍ଲକର ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ | କ୍ରସର ସୁପରଭାଇଜର ରଶ୍ମି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଏହି ଉଦ୍ଗାଟନି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.