କୁଞ୍ଜବିହାରୀ ରାଉତଙ୍କ ଏକ ମନଛୁଆଁ କବିତା

ସମୁଦ୍ରରୁ ଶାମୁକା,

ଆକାଶରୁ ବିଜୁଳି

ଓ ଫୁଲରୁ ବାସନା

ଆଉ ଜହ୍ନରୁ ମୁଁ

ଶୀତଳତା ଆଣି

ସଜାଇଛି

ଏଇ ମୋର ଦେହ,

ମନର ମନ୍ଦିର!

ତୁମେ ଆସ

ଗାଇ ଯିବା

ସାଥୀ ମୋର

ଗୀତ ଯେତେ ପୀରତିର

ଫୁଲ ଫଗୁଣର।।

ପ୍ଲଟ ୧୪୮/୫,କଣ୍ଟ୍ରାକ୍ଟର କଲୋନୀ,ହମିରପୁର

ରାଉରକେଲା ୭୬୯୦୦୩,ଜିଲ୍ଲା ସୁନ୍ଦରଗଡ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.