ତପନ ସାହୁଙ୍କ କବିତା : ଇଟା କେନ୍ତା ଲଗନ 

ଇଟା କେନ୍ତା ଲଗନ
ତମର ବିହା ର ମୁହୁରି
ମୋର ମସାନ ପଦା ର ସପନ
ରୋଝୋରୋଝୋ ବରଷା ଥି
ନାଇଁ ମରୁଛେ ମୋର ଶୋଷ
ନାଇଁ ଭାଙ୍ଗୁଛେ ସପନ
ହାଏ ରେ ଇଟା କେନ୍ତା ଲଗନ ।

ଇଟା କେନ୍ତା ଲଗନ
ଗୁଳାପ ଚୁରା ଫଟୁ ଦିଆ
ମୁଦି ପିନ୍ଧା ;ହାତ କଟା
ରକତ ବୁହା
ଏଛିନ ଲାଗୁଛେ ସପନ
ଧରେଇ ଦେଲେ ମୁରି ଗୁରସ
ମଦ କେଁ ଲଗୁଛେ ମନ
ଇଟା କେନ୍ତା ଲଗନ ।

ସାଇକେଲ ଚଢା ଚିଠି ଦିଆ
ଭେଟମୀ ବୋଲି ଉଚାବୁହା
କାଦୋଚିଟକା ଖାଲ ଢିପ
କେନେ ନାଇଁ ରେ ମନ
ମୁଲକି ହସି ଦେଲା ଫାସୀ
ଧରିକରି ମେସିନ ଗନ
ସତେ ତୋର ଇଟା ବିହା ର ଲଗନ
ଇଟା କେନ୍ତା ସପନ
ଇଟା କେନ୍ତା ଲଗନ ।

ଉତେଇ ନଦୀର ପାଏନ ବି ଗୁରୀ
ନାଇଁ ମରୁଛେ ଶୋଷ
କହରେ ଧନ କାଏଁଟା ଉନା କଲି
କି କାଏଁ କଲି ମୁଇଁ ଦୋଷ
ଜାଏତ ଟା ଅଲଗା ବୋଲି
କାଏଁଯେ ଲାଗୁଛେ ଡର
ପିନ୍ଧଲୁ ସିନ୍ଦୁର କହେଳୁ ମକେ
ତଡପି ତଡପି ମର
ହୂରଗୁନୀ କାନ୍ଦମି ତୋର ବିନା
ତୁଇ ଏକା ମୋର ଜୀବନ
ନାଇଁ ବୁଝୁଲୁ ଭାଙ୍ଗିଦେଲୁ ମୋର ସପନ
ସତେ ଆଜି ତୋର ବିହା ର ଲଗନ ।

ନାଇଁ କରବୁ ସୋର ମତେ
ପାଶରୀ ଦେବୁ ଗୁରୀ
ତୋର ପରା ଟୁକେଲ ମନେ
ମାରୁଛନ ପିଲାମାନକୁ ଧରି ଧରି…..
କଳା କଜଳ ଅଏଲତା ଗାର
ମାଥାନେ ତୋର ସିନ୍ଦୁର
ଭୁଆଁସେନ ହେଲୁ ହସୁଛୁମୂଳ ମୂଳ
ସୋର କରବୁ ଗୁରୀ ଦିନେ
ମୋର କଥା କଥାନୀ
ପ୍ରେମ ଝରନ ରକତ ଝରନା
କାନ୍ଦବୁ ଲୋ ଦିନ ଗନି ଗନି…..
ଭାଙ୍ଗବା ତୋରବି ସପନ
ଆଜିତୋର ବିହା ଲଗନ
ମୋର ମଶାନ ପଦା ର ସପନ
ଇଟା କେନ୍ତା ଲଗନ
ନାଇଁ ଭାଙ୍ଗୁଛେ ଝୁମୁରା
ନାଇଁ ଭାଙ୍ଗୁଛେ ସପନ
ଇଟା କେନ୍ତା ଲଗନ ।

ତପନ କୁମାର ସାହୁ

ମୋ: 7328001575

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.