ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ଗଣଧାରଣା

ସଇଁତଲା,୬/୧: ସମ୍ବିଧାନକୁ ଅଣଦେଖାକରି ଆର୍ଥିକ ଆଧାରରେ ସବର୍ଣ୍ଣ ତଥା ବ୍ରାହ୍ମଣ ମାନଙ୍କୁ ଦେଇଥିବା  ୧୦ % ରିଜଵଭେସନ, ଏଭିମ୍ କୁ ବିରୋଧ କରି ବିଲେଟ ପେପର୍ ଲାଗୁ ପାଇଁ ଦାବି, ଓବିସିଙ୍କୁ ୫୨ % ରିଜବଭେସନ ଆଦି ଦାବି ନେଇ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ସଇଁତଲା ଠାରେ ଧାରଣା ଦିଆଯାଇ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

ପ୍ରଥମେ ଏକ ଶୋଭାଯାତ୍ରା ନଗର ପରିକ୍ରମାକରି ଧାରଣା ସ୍ଥଳରେ ପହଞ୍ଚିଥିଲା । ପ୍ରତିବାଦ ସଭାରେ ବ୍ଲକ ସଂଯୋଜକ ଓ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ରାଜିନ୍ଦ୍ର ଭୋଇ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଜୋଜକ ବେଣୁଧର ବଗର୍ତ୍ତୀ, ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବଲାଙ୍ଗୀର ଖୁସିରାମ ଜାନୀ, ସୀତାରାମ, ଡମୁରୁଧର, ସତ୍ୟନାାୟଣ, ବାସୁଦେବ, ଚିତ୍ରସେନ, ନାରାୟଣ, ବିଜୟ, ବିନୋଦ, ଦେବାଶିଷ, ପ୍ରେମକୁମର୍ ପ୍ରମୂଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.