କବିତା: ଆଏତା କି ସେଦିନ ଫିରି

✍🏾ଡୁଇଟ୍ ଡେଭିଡ ଫିଲିପ

କେତେ ସପନ ବଡ଼ ହେବାକେ,
ଖାଁନ-ପାନ, ସମ୍ମାନ, ଘର-ଦ୍ବାର, ପରିବାର ପାଏବାକେ
ମାଷ୍ଟର୍, ମିନିଷ୍ଟର୍, ଅଫିସର୍, ଜଜ୍, ବ୍ୟାଙ୍କ୍ ବାଲା ହେବାକେ,
ହେଲେ ନାଇ ଲାଗେ ବେଲ ପାର ହେବାକେ

ପଚାଶ ପୁରୀ ଆସ୍ଲେ ଭାଇ,
ବୁହେନ, ସାଙ୍ଗ ମାନେ ପଡ଼ି ଆଏସି
ନେଇ ତ ମିଲେ, ମୁଁହୁ ତ ମୁଡି ଥିଲୁ ଜାଣି, ଅଜାଣତେ

ଖୁଜା ନୁରା ଲାଗସନ୍,
ଫୋନ ଥିଲେ କାଏ କର୍ବ, ନମ୍ବର ନାଇ ଜାନନ୍

କାଦୋ ହଉ କି ବାଲି ଖେଲ୍
ପୁଚି ହେଉ କି ଡେଗ ଡେଗାନି
ନଟୁ ହେଉ କି, ଗିଜ୍ ପିଟାନି
ଖପ୍ରୀ ବାଡି ହେଉ କି, ଗୋଲ୍ ଗୋଲ୍ ରାନୀ
ତକେ ସବୁ ବେଲେ ମନେ ପକାସି
ଲାଗସି
ବଡ଼ ହେବାନେ ସବୁ ଯାଏସି

ଉଖେନ୍ ବଛା, ଭାଜି ବଛା
ଝୁରି ପୁର୍ଗା, ବେଶର ବଟା, ଦୁଆରେ ବଶା, ଲାଗସନ୍ ସବୁ ଖୁଜା ଖୁଜା

ପଖାଲ ସାଙ୍ଗେ ମାଁ’ର କଢେଇର କଷା
ଖରା ତପା, ମନକେ ଲାଗେ ଉଷ୍କେ ଉଷା, ବନ୍ଧେ ଉଧଲା, ସାଇକଲ ବସା, ବଜାରୁ ଆଁନଲେ, ବାଣ୍ଟି ଖିଆ
ତକେ ମନକେ ଆଶ୍ଲା, ମନକେ ଲାଗଲା ରୁଦ୍ ରୁଦା

ଖାଏବୁକେ, ଦେମିକେ,
ନେ…ଗା, ଦେ…ଗା
ଜବରଦସ୍ତି କେହି ନାଇ
ତକେ ମନେ ସରସରି ଆଏସି

ଫଟାଟା ହଉକି, ନୂଆ,
ସାଧା ହେଉ କି, ବିଶ୍ରେନ୍
ଉସତ୍ ଆରୁ, ସରଦା
ତୁଇ ଥିଲେ ବହୁତ୍ ମଜା

ହୋ କରି ସ୍କୁଲ୍ ରୁ ଦୌଡା
ରିଶେଶର ଚନା, ମୁଖଫଲୀ ଖିଆ
ତୁଇ ନାଇ ହେଲେ କାହିଁ ସେ ମଜା

ଫୁଟବଲ୍ ହେଉ କି କ୍ରିକେଟ, ଚାନ୍ଦା କରୁଁ ସବକେ
ନେଇ ପୁରଲେ କନାର ବଲେନେ ହାତର ବେଟେ…,
ବଲ ଗିଜ୍ରୁଲେ କେନ୍ତା ଜମେ ସବକର ଟୁଣେ ପେଟ ଚିପି ଚିପି ହସେ…

ଆସ୍ତା କି ଆରୁ ସେଦିନ କେଭେ
ରାସ୍ତା ଖାଲି ନାଇସେ,
ମନ ବି ପିଚୁ ଆରୁ କଙ୍କକ୍କ୍ରିଟ ହିଶାରିଛେ
ଜାଇ ନାଇ ହୁଏ ଭାବୁଛେ

ଏବେ ବୟସ ପୁରି ଆସୁଛେ
ଗୁଟେ ଦୁଇଟା ନା ମନେ ପଡୁଛେ
ସେଭିତ୍ରୁ କିଏ କିଏ ଛିଡଲେନା
ଆର୍ ନାଇ ମିସିପାରୁ କହୁଛେ

ପେଟର ଲାଗି ଘରୁ ବହାର୍ଲି
ନାଇ ହିପାର୍ଲି କାହାରି
ଜଗବ ବୋ ପିଲେ ବାହାର୍ଲି
ମିସମା, ଦିଅ ଫୋନରେ ସବକେ ହୁଲ ହୁଲି ।।

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.