କଳାହାଣ୍ଡି ବଡି ବିଲଡିଂ ଏସୋସିଏସନର କାର୍ଯ୍ୟକାରିଣୀ ପୁନର୍ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକଭବନ ଠାରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟେଡିୟମସ୍ଥିତ କଳାହାଣ୍ଡି ବଡି ବିଲଡିଂ ଏସୋସିଏସନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶୋକ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁରୁଣା କମିଟି ଭଙ୍ଗକରି ନୂତନ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ପ୍ରକାଶଚନ୍ଦ୍ର ପଟ୍ଟନାୟକ, ଉପସଭାପତି ପ୍ରଭାତ ପାଣିଗ୍ରାହୀ, ବେଣୁଧର ବିଶ୍ୱାଳ, ଅଶୋକ ପ୍ରଧାନ, ରାମଚନ୍ଦ୍ର ତ୍ରିପାଠୀ, ପ୍ରଶାନ୍ତ ସିଂ, ଚିତ୍ତରଞ୍ଜନ ନାଏକ, ସାଧାରଣ ସମ୍ପାଦକ ଅଶୋକ ନାଏକ, ଯୁଗ୍ମ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, ହରପ୍ରସାଦ ପଟେଲ, କାର୍ଯ୍ୟକାରିଣୀ ସଭ୍ୟ ଭାବେ ନୀଳକଣ୍ଠ ମାଝୀ, ଚିନ୍ମୟ ବେହେରା, ଦୁର୍ଯ୍ୟୋଧନ ରାଉଳ, ସଞ୍ଜୟ ଜାଲ, ଶକ୍ତିରଞ୍ଜନ ଶତପଥି, ଅଶୋକ ପଟ୍ଟନାୟକ, ଦେବେନ୍ଦ୍ର ରାଉତ, ଅଶୋକ ଛତ୍ରିଆ, ଶୁକଦେବ ମାଝୀ, ମାଧବ ବାଗ, ଜପିନ ନାଏକ, ମୁକେଶ ନାଏକ, ଅବକାଶ ସାହୁ, ଶାନ୍ତନୁ ପ୍ରଧାନ, କ୍ଷିତୀଶ ନାଏକ ପ୍ରମୁଖ ମନୋନୀତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.