କେନ୍ଦୁମୁଣ୍ଡିରେ ପଞ୍ଚମୂଖୀ ହନୁମାନ ପୂଜା

କେସିଙ୍ଗା,୧୯/୬ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପିପଲପଦର ସ୍ଥିତ କେନ୍ଧୁମୁଣ୍ଡି ଗ୍ରାମରେ ଦ ପଞ୍ଚମୂଖୀ ହନୁମାନ ପୂଜା ଭକ୍ତିବେଶ ପରିବେଷ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହା ଚାରିଦିନ ଧରି ଚାଳିବ । ଏହିପୂଜା ୧୭ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇଥିବାବେଳେ  ୨୦ ତାରିଖ ଗୁରୁବାର ଦିନ ସମାପନ ହେବ ବୋଲି ଗ୍ରାମବାସି ମତ ପ୍ରକାଶ କରିଛନ୍ତି । ଗ୍ରାମବାସିଙ୍କ କହିବା ଅନୁସାରେ ଏହି ପୂଜାକଲେ ଗ୍ରାମର ମଙ୍ଗଳ ହୁଏ । ଏହି ପୂଜାରେ ପୂଜକ ଭାବରେ ହରେ ଗୋସାଇଁ, ମହନ ଦାସ ଓ ଟିକନୁ ଦାସ ରହିଥିବାବେଳେ କର୍ତ୍ତା ଦାଇତ୍ୱ ବହନ କରିଛନ୍ତି କ୍ଷୀରସାଗର ହେର୍ଣ୍ଣା ଓ ତାଙ୍କଧର୍ମପତ୍ନୀ ଗୌରୀ ହେର୍ଣ୍ଣା  । ହନୁମାନ ଚାଳିଶା ଶ୍ରବଣ କରିବା ସହ ପୂଜା ଦେଖିବାପାଇଁ ଆଖ ପାଖ ଅଂଚଳରୁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

 

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.