ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ରେକର୍ଡ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶା ସର୍ବାଧିକ ଜିଏସ୍‌ଟି ସଂଗ୍ରହରେ ରେକର୍ଡ କରିଛି। ଚଳିତ ଫେବ୍ରୁଆରୀରେ ୫୧୩୫.୮୧ କୋଟି ଆଦାୟ, ଯାହାକି ୨୦୨୩ ଫେବୃଆରୀ ତୁଳନାରେ ୧୩.୬୪% ଅଧିକ ଅଟେ। ରାଜ୍ୟ ଜିଏସ୍‌ଟି ବାବଦକୁ ୨୨୯୫.୪୧ ଟଙ୍କା ସଂଗ୍ରହ ହୋଇଛି ଯାହାକି ପୂର୍ବ ବର୍ଷ ଏହି ସମୟ ତୁଳନା ୩୭.୧୨% ଅଧିକ ଅଟେ। ସେହିପରି ଇ-ୱେବିଲ ସଂଗ୍ରହ କ୍ଷେତ୍ରରେ ମଧ୍ଯ ରାଜ୍ୟ ସଫଳତା ହାସଲ କରିଛି ଚଳିତ ଫେବୃଆରୀ ସୁଦ୍ଧା ୨୩.୭୭ ଲକ୍ଷ ଇ-ୱେବିଲ ନିର୍ଗମନ କରିଯାଇଛି ଯାହାକି ଗତ ଫେବୃଆରୀ ତୁଳନାରେ ୧୯.୭୯ % ପ୍ରତିଶତ ଅଟେ। ଏଥି ମଧ୍ଯରୁ ୧୪.୦୬ ଅନ୍ତରାଜ୍ଯ ଇ-ୱେବିଲ ଅଟେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.