ମହାଶକ୍ତି ଫାଉଣ୍ଡେସନ ତରଫରୁ ଗୋଛାଡେଙ୍ଗେନ ଗ୍ରାମପଞ୍ଚାୟତ ଚିରସ୍ଥାୟୀ ଜଳବିଭାଜିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଟାଟା ପାୱାର ସହାୟତାରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ତରଫରୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଗୋଛାଡେଙ୍ଗେନ୍ ଗ୍ରାମପଞ୍ଚାୟତର ବଡସୁର୍ଡା ଠାରେ ୩୫ରୁ ଉର୍ଦ୍ଧ୍ବ ଚାଷୀଙ୍କ ଉପସ୍ଥିତି ରେ ବର୍ତ୍ତମାନ ଜଳବାୟୁକୁ ଆଖି ଆଗରେ ରଖି ଚିରସ୍ଥାୟୀ ଜଳ ବିଭାଜିକା ପ୍ରକଳ୍ପର ଆବଶ୍ୟକତା ବିଷୟରେ ମହାଶକ୍ତି ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ ବିସ୍ତୃତ ଭାବରେ ବୁଝାଇଥିଲେ। ତଦ୍ ସହିତ କୃଷି ଓ କୃଷକ ମାନଙ୍କ ବିକାଶ ସମ୍ପର୍କିତ ଅନେକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.