ପୂର୍ବତନ କାଉନସିଲରଙ୍କ ପିତା ଉଦୟ ଗୌଡ଼ଙ୍କ ଦ୍ୱାଦଶାହ ଦିବସ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ଚାଙ୍ଗୁଡ଼ିଆ ପଦର ସାହି ସ୍ଥିତ ପୂର୍ବତନ କାଉନସିଲର ଈଶ୍ୱର ଗୌଡ଼ଙ୍କ ପିତା ଉଦିୟ ଗୌଡ଼ ଦ୍ୱାଦଶାହ ଦିବସ ଅନୁଷ୍ଠିତ ହୋଇଯାଇଛି | ଏହି ପରି ପେକ୍ଷୀରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବେଶେଷ, ରାଜନେତା ଓ ଜ୍ଞ୍ୟାତି ଭାଈ କୁଟୁମ୍ବ, ଆତ୍ମୀୟ ସୋଜନ୍, ସମସ୍ତେ ତାଙ୍କ ବାସଭବନ ସହିତ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇ ତାଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୁଅ ଈଶ୍ୱର ଗୌଡ଼, ଭି ପୁତୁରା କାମ୍ପ ଜୁତିଆ ଗୌଡ଼, ନାତି ସନ୍ତୋଷ ଗୌଡ଼, କିରଣ ଗୌଡ଼, ବିକାଶ ଚନ୍ଦ୍ର ଗୌଡ଼, ବାସୁଦେବ ଗୌଡ଼, ଭାଗିରଥି ଗୌଡ଼, ମିଥୁନ ଗୌଡ଼, ସାଗର ଗୌଡ଼, ପ୍ରେମ ଗୌଡ଼, ଦିପୁ ଗୌଡ଼, ମାଧବ ଗୌଡ଼, ଜୋଇଁ ପୁଅ ନିଶାକର ଗୌଡ଼, ପୁର୍ଣ ଗୌଡ଼, ସୁରେନ୍ଦ୍ର ଗୌଡ଼ଙ୍କ ସହିତ ବୋହୁ ଝିଅ, ଜୋଇଁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ | ସେ ଜଣେ ପରୋପକାରୀ, ସତ୍ୟବାଦୀ ବ୍ୟକ୍ତି ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.