ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ କାର୍ଗିଲ ବିଜୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | ଛାତ୍ରୀ ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର, ଶ୍ରଦ୍ଧାଞ୍ଜଳି ଦାଶ, ଲକ୍ଷ୍ମୀ ନାଗ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ ବକ୍ତବ୍ୟ ପ୍ରଦାନ କରିଥିଲେ | ଲତିକା କଲେତ, ବର୍ଷାରାଣୀ ବୁଡ଼େକ ବୀର ବନ୍ଦନା ଗାନ କରିଥିଲେ | ରୁତ୍ୱୀକା ରାଜପଲିଆ, ଶୁଭମ ବାରିକ, ଆରୋହୀ ରାଜପଲିଆ, ତୃପ୍ତିମୟୀ ମେହେର, ଅର୍ମାନ ବାଗ, ଅମ୍ରିତ ମାହାର, ଯୋଗମୟ ବାଗ, କନିଷ୍କ ରାଜପଲିଆ, ପରିତୋଷ ନାଏକ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ବନ୍ଦନା ରଣା ଅତିଥି ପରିଚୟ ଓ ସାବିତ୍ରୀ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ସଙ୍ଗୀତା ବାଗ, ଭାର୍ଗବୀ ରାଜପଲିଆ, ପ୍ରହ୍ଲାଦ ସିନ୍ଧ୍ରୀଆ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.