ଗୋଲାମୁଣ୍ଡା ବ୍ଲକରେ ନୂତନ ଏବିଡ଼ିଓଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ନୂତନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ବିଜୟ କୁମାର ନାୟକ । ଏଥି ପୂର୍ବରୁ ଶ୍ରୀ ନାଏକ ବଲାଙ୍ଗିର ଜିଲ୍ଲା ତରଭା ବ୍ଲକରେ କାର୍ଯ୍ୟରତ ଥିଲେ । ଗୋଲାମୁଣ୍ଡା ବ୍ଲକରେ ଯୋଗଦାନ ପରେ ତାଙ୍କୁ ବ୍ଲକ କର୍ମଚାରୀମାନେ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ । ଆଗାମୀ ଦିନରେ ଗୋଲାମୁଣ୍ଡା ବ୍ଲକର ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇ ବ୍ଲକକୁ ଓଡ଼ିଶାରେ ସୁନାମ ଆଣିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.