ଉର୍ଲାଦାନୀରେ ବୁଥ୍ ଉଦଘାଟନ

କଳାହାଣ୍ଡି,୪/୯(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଂଚାୟତ ଉର୍ଲାଦାନୀଠାରେ ବୁଥ ଉଦଘାଟନ କାର୍ଯ୍ୟକ୍ରମ ସରପଂଚ ଗନ୍ଧର୍ବ ପୁଝାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିିଥିଭାବରେ ତହସିଲଦାର ସୟଦ ଇସାକ ମଦିନା ଯୋଗଦେଇ ଥିବାବେଳେ ସମିତି ସଭ୍ୟ ବିରଂଚି ବେହେର ଦଳେଇ, ନାଏବ ସରପଂଚ ସାରଦା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବୁଥ୍ ଉଦଘାଟନ ଅବସରେ ତହସିଲଦାର ଶ୍ରୀଯୁକ୍ତ ମଦିନା ଭୋଟର ମାନଙ୍କୁ ନିଜ ନିଜର ଭୋଟ ପରିଚୟ ପତ୍ରରେ ଥିବା ସମସ୍ତ ତୃଟିକୁ ଏହାରି ମାଧ୍ୟମରେ ସଂଶୋଧନ କରିପାରିବେ ଏବଂ ଏଦିଗରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ସହଯୋଗ କରିଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
For latest news & updates, click on bell button and subscribe to notifications.

Like us on Facebook👇

Udyog Nursery
Udyogi Nursery
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.